ରାଇଟର୍ କନଷ୍ଟବଲ୍
ଦେଖଣା
ରାଇଟର୍ କନଷ୍ଟବଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାଇଟର୍ କନଷ୍ଟବଲ୍
|
ବୈଦେଶିକ - ବିଶେଷ୍ୟ - (ଇଂ ରାଇଟର୍ କନ୍ଷ୍ଟେବ୍ଲ୍)
[ସମ୍ପାଦନା]ପୁଲିସ୍ କନ୍ଷ୍ଟେବ୍ଲ୍ମାନଙ୍କ ମଧ୍ୟରେ ସାମାନ୍ୟ ଲେଖାପଢ଼ି ଜାଣିଥିବା ଲୋକ —Writer constable; literate constable (of the Indian Police).
[ଦ୍ରଷ୍ଟବ୍ୟ — ପ୍ରତ୍ୟେକ ଥାନାରେ ମୁତଏନ୍ ଥିବା କନିଷ୍ଟବଲ୍— ମାନଙ୍କ ମଧ୍ୟରେ ଜଣେ ଲେଖାଏଁ ରାଇଟର୍ ଥାଆନ୍ତି ସେମାନେ ସାଧାରଣ କନିଷ୍ଟବଲ୍ମାନଙ୍କ ଅପେକ୍ଷା କିଛି ବେଶି ଦରମା ପାଆନ୍ତି ଥାନାର ଡାଇରି ଓ ରେଜିଷ୍ଟରିମାନ ସେମାନେ ପୂରଣ କରନ୍ତି]