ରାଇଟିଙ୍ଗ୍ ଡେକ୍ସ
ଦେଖଣା
ରାଇଟିଙ୍ଗ୍ ଡେକ୍ସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାଇଟିଙ୍ଗ୍ ଡେକ୍ସ
|
ବୈଦେଶିକ - ବିଶେଷ୍ୟ - (ଇଂ ରାଇଟିଙ୍ଗ୍ ଡେସ୍କ୍)
[ସମ୍ପାଦନା]ଉପର ପାହାଣିଆ ବା ଢାଲୁ ହୋଇଥିବା ଡେକ୍ସ —Writing desk.
[ଦ୍ରଷ୍ଟବ୍ୟ —ଏହା ଉପରେ କାଗଜ ରଖି ଲେଖାପଢ଼ି କରାଯାଏ ଓ ଏଥି ମଧ୍ୟରେ ଲେଖିବାର ଉପକରଣମାନ (ସ୍ୟାଇ, ଦୁଆତ, କାଗଜ, ଲଫାପା, କଲମ, ବ୍ଳଟିଙ୍ଗ୍ଆଦି) ରଖାଯାଏ ]