Jump to content

ରାଇଟିଙ୍ଗ୍ ବାକ୍ସ

ଉଇକିଅଭିଧାନ‌ରୁ

ରାଇଟିଙ୍ଗ୍ ବାକ୍ସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ରାଇଟିଙ୍ଗ୍ ବକ୍ସ)

[ସମ୍ପାଦନା]

ଏକପ୍ରକାର ସାଧାରଣ ବାକ୍ସ ଆକୃତିର ଡେକ୍ସ୍ — A folding box which can be adjusted into a writing desk.

[ଦ୍ରଷ୍ଟବ୍ୟ —ଏହାର ଭିତରର ଡାଲା ଏପରି ତାଲୁ ଭାବରେ ନିର୍ମିତ ହୋଇଥାଏ ଯେ, ସେ ବାକ୍ସର ଡାଲାକୁ ଖୋଲି ସଜାଇ ଦେଲେ ତାହା ଗୋଟିଏ ରାଇଟିଙ୍ଗ୍ ଡେକ୍ସ ପରି ଢାଲୁ ହୋଇଯାଏ ଓ ତହିଁ ଉପରେ ଲେଖାପଢ଼ି କରାଯାଏ]