ରାଇଫଲ୍
ଦେଖଣା
ରାଇଫଲ୍
ଉଚ୍ଚାରଣ
[ସମ୍ପାଦନା](ରାଇଫ୍ଳ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ ରାଇଫ୍ଲ୍)
[ସମ୍ପାଦନା]ଏକପ୍ରକାର ଆଧୁନିକ ବନ୍ଧୁକ —Rifle.
[ଦ୍ରଷ୍ଟବ୍ୟ — ଏହାର ନଳିଭିତରେ ପେଚକଟା ଘାଉଁରି ନାଳିମାନ ଥାଏ ଓ ଏ ବନ୍ଧ କ ଗର୍ଭରୁ ଗୁଳିମାନ ସିଧାରେ ନ ଯାଇ ଲକ୍ଷ୍ୟବସ୍ତୁ ଅଡ଼କୁ ଘାଉଁରି ଖାଇ ଖାଇ ଅଗ୍ରସର ହୁଏ ଏହି ବନ୍ଧୁକର ଗୁଳିମାଡ଼ ଖୁବ୍ କାଟୁ କରେ ବୋଲି ପଲଟଣିଆମାନେ ଏହାକୁ ବ୍ୟବହାର କରନ୍ତି ଯେଉଁ ରାଇଫଲ୍ର ମୁହଁବାଟେ ବାରୁଦ ଭର୍ତ୍ତି କରାଯାଏ ତାକୁ ମଝ— ଲୋଟକ (Muzzle loader) ଓ ଯାହାର ଡ଼ବାଟେ ଟୋଟା ପୁରାପାଏ ତାକୁ ବ୍ରଜଲୋଟକ (Breach loader) ବୋଲାଯାଏ ଭିନ୍ନ ଭିନ୍ନ ବନ୍ଧୁକ ନିର୍ମାତାଙ୍କ ନାମ ଅନୁସାରେ ଏହାର ନାମକରଣ ହୋଇଥାଏ ଯଥା —ମସିଅର ରାଇଫଲ୍ (Mausseur rifle) ଯେଉଁ ବନ୍ଧୁକ ମଧ୍ୟରେ ଫଏର୍ ହେବା ଗୁଳିଛଡ଼ା ଅନ୍ୟ କେତୋଟି ଗୁଳି ରଖିବାର କୋଠିରୀ ଥାଏ ତାକୁ ମାଗାଜିନ୍ ରାଇଫଲ (Magazine rifle) ବୋଲାଯାଏ)