ରାଇଲ
ଦେଖଣା
ରାଇଲ
ଉଚ୍ଚାରଣ
[ସମ୍ପାଦନା](ରାଇଲ ଗୀତ—ଅନ୍ୟରୂପ)
ପ୍ରାଦେଶିକ -(ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ପଞ୍ଚମ ବା ଚାଣ୍ଡାଳାଦି ଅସ୍ପୃଶ୍ୟ ଜାତିର ଲୋକେ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଦ୍ୱାରେ ଦ୍ୱାରେ ଯେଉଁ ଗୀତ ବୋଲି ଭିଖ ମାଗନ୍ତି —Songs sung by the untouchable class of people during certain periods of the year while begging from door to door.