ରାଇ ବଣିଆ
ଦେଖଣା
ରାଇ ବଣିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାଇ ବଣିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରାଇ ଗଛର ବଣ —୧. A froest or grove of 'Rāi' trees.
- ୨. ବାଲେଶ୍ୱର ଜିଲ୍ଲାର ଉତ୍ତରାଞ୍ଚଳରେ ଅବସ୍ଥିତ ପ୍ରାଚୀନ ସ୍ୱାଧୀନ ଉତ୍କଳର ଦୁର୍ଗ ବିଶେଷ (ଏ ପର୍ଯ୍ୟନ୍ତ ଏଥିର ଧଂସାବଶେଷ ବିଦ୍ୟମାନ ଅଛି) — Name of a fort of ancient Orissa in the district of Balasore.