ରାଇ ରାଇ ହେବା
ଦେଖଣା
ରାଇ ରାଇ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଇ ରାଇ ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚିଡ଼ି ଚିଡ଼ି ହେବା —୧. To fret nor snap at a person.
- ୨. କୌଣସି ବ୍ୟକ୍ତି ଉପରେ ବିରକ୍ତିଭାବ ବା ଭଙ୍ଗୀ ପ୍ରକାଶ କରିବା —୨. To be vexed or cross with a person.
- ୩. (ଦେହ) ଶିରି ଶିରି ହେବା; (ଦେହ) ଭିଡ଼ି ମୋଡ଼ି ହେବା; ଜ୍ୱର ଜ୍ୱର ବୋଧ କରିବା —୩. To feel unwell; to feel feverish.