Jump to content

ରାଇ ସୋରିଷ

ଉଇକିଅଭିଧାନ‌ରୁ

ରାଇ ସୋରିଷ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ରାଜସର୍ଷପ)

[ସମ୍ପାଦନା]

ଶ୍ୱେତ ସର୍ଷପ; ଧଳା ସୋରିଷ — A sort of mustard; Sinapis Ramosa.

[ଦ୍ରଷ୍ଟବ୍ୟ —ଏହାର ତେଲା ସାଧାରଣ ସୋରିଷ ତେଲ ଅପେକ୍ଷା କଟୁ ସାଧାରଣତଃ ଧଳା ସୋରିଷକୁ ଲୋକେ ରାଇ ସୋରିଷ କହନ୍ତି, କିନ୍ତୁ ଧଳା ସୋରିଷ (ଶ୍ୱେତିକା, ସିଦ୍ଧାର୍ଥ) ଓ ରାଇ ସୋରିଷ (ରାଜିକା; ଛୋଟ ଓ ନାଲିଆ), ଉଭୟେ ପୃଥକ୍ ଏହି ଛୋଟ ଓ ନାଲିଆ ପ୍ରକାରକୁ Brassica Napus) କହନ୍ତି]

ଦେଶଜ - ବିଶେଷଣ -(ଲକ୍ଷଣାର୍ଥ)

[ସମ୍ପାଦନା]

ଖପା; କ୍ରୁଦ୍ଧ —Angry.

(ଯଥା—ଆମ ବଉଁଶ ଉପରେ ସେ ତ ରାଇସୋରିଷ)