ରାଉ
ଦେଖଣା
ରାଉ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ମ. ରାବ=ସଂସ୍କୃତ - ରାଜନ୍)
[ସମ୍ପାଦନା]ମରହଟ୍ଟା ମାନଙ୍କର ବଂଶୋପାଧିବିଶେଷ —A family title amongst the Marhattas.
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାବ)
- ୧. ଶବ୍ଦ — ୧. Sound.
- ୨. ଡାକ; କୁହାଟି —୨. Halloo.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ରାହୁ (ଦେଖ) - —Rāhu (See).