Jump to content

ରାଉଆ

ଉଇକିଅଭିଧାନ‌ରୁ

ରାଉଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷଣ - (ସଂସ୍କୃତ - ରାଗୀ)

୧. କ୍ରୋଧନସ୍ୱଭାବ; ରାଗା (ଲୋକ) — ୧. Of angry temper; hot tempered (person).
୨. ଅତ୍ୟନ୍ତ ନୀରସ (ମାଟି); ଯହିଁରେ (ଯେଉଁ ମାଟିରେ) ରସ ଶୁଷ୍କ ହେବାରୁ ଭଲ ଫସଲ ଜନ୍ମେ ନାହିଁ —୨. (dry soil) Which does not grow good crops.
୩. (ସଂସ୍କୃତ - ରାବ)— ଉଚ୍ଚସ୍ୱରବିଶିଷ୍ଟ —୩. Loud.

(ଯଥା—ରାଉଆ ପାଟି)