Jump to content

ରାଉଣ୍ଡ୍ ଟେବଲ୍ କନ୍ଫରେନ୍ସ

ଉଇକିଅଭିଧାନ‌ରୁ

ରାଉଣ୍ଡ୍ ଟେବଲ୍ କନ୍ଫରେନ୍ସ

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

କୌଣସି ଗୁରୁତର ବିଷୟ ତର୍କ ଓ ଆଲୋଚନାର୍ଥ


ଅନୁବାଦ

[ସମ୍ପାଦନା]

ଭିନ୍ନଭିନ୍ନ ଦଳର ପ୍ରତିନିଧିମାନଙ୍କର ଏକତ୍ର ସମ୍ମେଳନ —Round table conference.

[ଦ୍ରଷ୍ଟବ୍ୟ —ଏବେ ଲଣ୍ଡନ୍ରେ ବିଲାତର ଓ ଭାରତର ବହୁ ରାଜନୀତିକ ଦଳର ମୁଖ୍ୟବ୍ୟକ୍ତିମାନଙ୍କ ରାଉଣ୍ଡଟେବଲ୍— କନ୍ଫରେନ୍ସର ୩ ଥର ବୈଠକ ହୋଇ ଭାରତ ଶାସନ— ସଂସ୍କାର ଆଇନର ବିଧିମାନ ଆଲୋଚିତ ଓ ପ୍ରଣୀତ ହୋଇ— ଅଛି ]