ରାଉତରା
ଦେଖଣା
ରାଉତରା
ଉଚ୍ଚାରଣ
[ସମ୍ପାଦନା]ରାଉତରାଏ, ରାଉତରାୟ, ରାଉତୁରା ଅନ୍ୟରୂପ ===
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଖଣ୍ଡାଏତଙ୍କ ବଂଶୋପାଧିବିଶେଷ — ୧. Family title of Khaṇḍyetas.
- ୨. କ୍ଷତ୍ରିୟଙ୍କ ବଂଶୋପାଧିବିଶେଷ — ୨. A family title of Kshatriyas.
- ୩. ରାଜପୁତ୍ରମାନଙ୍କ ଶ୍ରେଣୀବିଭାଗ; ଉପାଧିବିଶେଷ; ରାଉତରା ସାହେବ — ୩. A title of king's sons.
- ୪. ବୀରପୁରୁଷଙ୍କୁ ଦତ୍ତ ରାଜଉପାଧିବିଶେଷ —୪. A title given to a valiant heroic person.
- ୫. ଅଶ୍ୱାରୋହୀସୈନ୍ୟ — ୫. Cavalry soldier.
- ୬. ଅଶ୍ୱାରୋହୀସୈନ୍ୟ— ନାୟକ —୬. The captain of a cavalry.