Jump to content

ରାଉ ରାଉ

ଉଇକିଅଭିଧାନ‌ରୁ

ରାଉ ରାଉ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୁକରଣ) ଅ

[ସମ୍ପାଦନା]
୧. ଡାମରା କୁଆଙ୍କ ଧ୍ୱନି — ୧. Crowing of rooks.

(ଉ—କାଉ ବୋଲେ ରାଉ ରାଉ, ସବୁ ଦିନ କଥା ମନରେ ଥାଉ, ଏକାଦିନେ ନେବି ଦାଉ—କେଳାଗୀତା)

୨. ବଡ଼ପାଟି କରି ପୁନଃ ପୁନଃ କହିବା — ୨. Repeating a thing loudly.
୩. ବଡ଼ ପାଟି କରିବା —୩. Speaking loudly.