Jump to content

ରାଏଟ୍ ସିଂହ

ଉଇକିଅଭିଧାନ‌ରୁ

ରାଏଟ୍ ସିଂହ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଜପୁତ୍ର+ସିଂହ)

[ସମ୍ପାଦନା]

ପୁରୀ ଜିଲ୍ଲା ଅନ୍ତର୍ଗତ କୋଠଦେଶପ୍ରଗନାର ପୂର୍ବତନ କ୍ଷତ୍ରିୟ ଜମିଦାରମାନଙ୍କ ବିଂଶୋପାଧି —Family-title of the Zamindars of Koṭhadeṡa in the district of Puri.

[ଦ୍ରଷ୍ଟବ୍ୟ —ଏମାନଙ୍କ ଜମିଦାରି ବିକ୍ରି ହୋଇଯିବାରୁ ତାହା ଅନ୍ୟମାନେ କିଣି ଅଛନ୍ତି ଏମାନଙ୍କର ବଂଶଧରମାନେ ଏ ପର୍ଯ୍ୟନ୍ତ କୋଠଦେଶର ପ୍ରାଚୀନ ରାଜଧାନୀ ନିମାପଡ଼ାରେ ଅଛନ୍ତି]