ରାଏ ନେବା
ଦେଖଣା
ରାଏ ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଏ ନେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ମତ ଗ୍ରହଣ କରିବା — ୧. To take a person's opinion.
- ୨. କୌଣସି ବ୍ୟକ୍ତିଙ୍କ ମତ ପ୍ରାର୍ଥନା କରିବା — ୨. To solicit a person's opinion.