ରାଏ ଫଇସଲ
ଦେଖଣା
ରାଏ ଫଇସଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଏ ଫଇସଲ
|
ବୈଦେଶିକ - ବିଶେଷ୍ୟ - (ସହଚର, ଫା) (କଚିରିଆ)
[ସମ୍ପାଦନା]- ୧. ରାଏ ଦେବାଦ୍ୱାରା ମକଦମାର ଶେଷ ମୀମାଂସା —୧. The disposal of a case by delivering judgment.
- ୨. ମକଦମାର ଶେଷ ମୀମାଂସା ସମ୍ୱନ୍ଧୀୟ ହେତୁବାଦ ଓ ଆଦେଶ —୨. Judgment and decree of a case.