Jump to content

ରାଏ ଫଏସଲା

ଉଇକିଅଭିଧାନ‌ରୁ

ରାଏ ଫଏସଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସହଚର, ଫା) (କଚିରିଆ)

[ସମ୍ପାଦନା]
୧. ରାଏ ଦେବାଦ୍ୱାରା ମକଦମାର ଶେଷ ମୀମାଂସା —୧. The disposal of a case by delivering judgment.
୨. ମକଦମାର ଶେଷ ମୀମାଂସା ସମ୍ୱନ୍ଧୀୟ ହେତୁବାଦ ଓ ଆଦେଶ —୨. Judgment and decree of a case.