ରାଏ ବାହାଦୁର
ଦେଖଣା
ରାଏ ବାହାଦୁର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଏ ବାହାଦୁର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଡ଼ଲାଟଙ୍କଦ୍ୱାରା ଭାରତୀୟ ହିନ୍ଦୁ ବ୍ୟକ୍ତିଙ୍କୁ ସାଧାରଣ କାର୍ଯ୍ୟରେ ମମତା ଦେଖାଇବା ଯୋଗୁଁ ଦିଆଯିବା ବ୍ୟକ୍ତିଗତ ପ୍ରତିଷ୍ଠାସୂଚକ ପଦବୀ —Rai Bahadur; a personal distinction of title conferred on public spirited Hindus by the Viceroy of India.
[ଦ୍ରଷ୍ଟବ୍ୟ —ଏହା 'ରାଏ ସାହେବ' ଉପାଧିଠାରୁ ଉଚ୍ଚତର ଓ 'ରାଜା' ଉପାଧିଠାରୁ ନିମ୍ନତର ବଙ୍ଗ, ବିହାର ଆଦି ପ୍ରଦେଶରେ ଏ ଉପାଧି ଦିଆଯାଏ ମାନ୍ଦ୍ରାଜ ପ୍ରଦେଶରେ ଏ ଉପାଧିର ସମକକ୍ଷ ଉପାଧି 'ରାଓ ବାହାଦୁର' ମୁସଲମାନ୍— ମାନଙ୍କ ପ୍ରତି ଏଥିର ସମକକ୍ଷ ଉପାଧି 'ଖାଁ ବାହାଦୂର' ଅଟେ]