ରାଏ ମହାଶୟ
ଦେଖଣା
ରାଏ ମହାଶୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାଏ ମହାଶୟ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗଦେଶରେ ମୁସଲମାନ୍ ରାଜାଙ୍କ ଅମଳରେ ବିଶିଷ୍ଟ ହିନ୍ଦୁ ରାଜକର୍ମଚାରୀମାନଙ୍କୁ ଦିଆଯିବା ସମ୍ମାନସୂଚକ ଉପାଧି ବିଶେଷ — A title of distinction given to Hindu officers of Government under the Mahomedan rule in Bengal.
[ଦ୍ରଷ୍ଟବ୍ୟ —ଏହି ଉପାଧିକୁ ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟ ମଧ୍ୟ ସ୍ତ୍ରୀକାର କରିଅଛନ୍ତି
ଓଡ଼ିଶାରେ ଏହି ଉପାଧି ବଂଶଗତ ହୋଇଅଛି ଓ ବାଲେଶ୍ୱର ଜିଲ୍ଲାର ଦେହୁଡ଼ଦା, ଲକ୍ଷୁଣନାଥ, କାଉପୁର ଓ କଟକର ବିଶନ୍ନଗର ଗ୍ରାମର ବଙ୍ଗୀୟ କାୟସ୍ଥ ଜମିଦାର ବଂଶଙ୍କ ଉତ୍ତାରାଧିକାରୀମାନେ ଏହି ଉପାଧିଦ୍ୱାରା ଆଜିପର୍ଯ୍ୟନ୍ତ ପରିଚିତ ମେଦିନୀପୁରସ୍ଥ ଜକ୍ପୁରରେ ରାଏ ମହାଶୟଙ୍କ ବଂଶଧର ଅଛନ୍ତି ଏମାନେ ସମସ୍ତେ ଏକ ବଂଶୋଦ୍ଭବ]