Jump to content

ରାଏ ସାହେବ

ଉଇକିଅଭିଧାନ‌ରୁ

ରାଏ ସାହେବ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାରତବର୍ଷର ବଡ଼ଲାଟଙ୍କଠାରୁ ଭାରତୀୟ ବିଶିଷ୍ଟ ହିନ୍ଦୁବ୍ୟକ୍ତିଙ୍କୁ ମିଳିବା ସମ୍ମାନସୂଚକ ବ୍ୟକ୍ତିଗତ ଉପାଧି —An honorific tirle given to Hindu public-spirited gentlemen in Bengal and Bihar etc by the Viceroy.

[ଦ୍ରଷ୍ଟବ୍ୟ —ଏହା ସରକାର ପ୍ରଦତ୍ତ ନିମ୍ନତମ ଉପାଧି ଏଥିରୁ ଉଚ୍ଚ ରାଏ ବାହାଦୁର ଏଥିର ସମକକ୍ଷ ଉପାଧି ମାନ୍ଦ୍ରାଜ ଅଞ୍ଚଳରେ ରାଓସାହେବ ଓ ମୁସଲମାନମାନଙ୍କୁ ଦିଆଯିବା ଉପାଧି ଖାଁ ସାହେବ]