Jump to content

ରାଓ

ଉଇକିଅଭିଧାନ‌ରୁ

ରାଓ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ମ. ରାବ=ସଂସ୍କୃତ - ରାଜନ୍)

[ସମ୍ପାଦନା]

ମରହଟ୍ଟା ମାନଙ୍କର ବଂଶୋପାଧିବିଶେଷ —A family title amongst the Marhattas.

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାବ)

୧. ଶବ୍ଦ — ୧. Sound.
୨. ଡାକ; କୁହାଟି —୨. Halloo.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ରାହୁ (ଦେଖ) - —Rāhu (See).



ରାଓ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରାଉ (ଦେଖ) - —୧. Rāu (See)
୨. (ସଂସ୍କୃତ - ରାଜ) ମରହଟ୍ଟା ବ୍ରାହ୍ମଣଙ୍କ ବଂଶୋପାଧି —୨. A family title of Marhatta Brahmans.
୩. ମରହଟ୍ଟା କ୍ଷତ୍ରିୟଙ୍କ ବଂଶୋପାଧି —୩. A family title of Marhatta Kshattriyas.
୪. ତେଲଙ୍ଗା ବ୍ରାହ୍ମଣଙ୍କ ବଂଶୋପାଧି —୪. A family title of Telgu Brahmins.
୫. ତେଲଙ୍ଗା ନାଇଡ଼ୁଙ୍କ ବା ଶୂଦ୍ରମାନଙ୍କ ବଂଶୋପାଧି ବିଶେଷ —୫. A family title of Telgu Ṡūdras.