ରାଓ ବାହାଦୁର
ଦେଖଣା
ରାଓ ବାହାଦୁର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଓ ବାହାଦୁର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭାରତର ବଡ଼ଲାଟଙ୍କ ପ୍ରଦତ୍ତ ମାନ୍ଦ୍ରାଜ ପ୍ରଭୃତି ପ୍ରଦେଶବାସୀ ହିନ୍ଦୁ ବିଶିଷ୍ଟ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଉପାଧି —Rao Bahadur; a title given to Hindus in Madras etc by the Viceroy.
[ଦ୍ରଷ୍ଟବ୍ୟ —ରାଏବାହାଦୁର୍ ତଳେ ନୋଟ୍ ଦେଖ]