ରାକା
ଦେଖଣା
ରାକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ରା ଧାତୁ=(ପରମଶୋଭା) ଦାନ କରିବା+କର୍ତ୍ତୃ. ଅକ+ଆ; ଯାହା ପୃଥିବୀକୁ ଶୋଭାଦାନ କରେ)
[ସମ୍ପାଦନା]- ୧. ପୂର୍ଣ୍ଣିମା ତିଥି —୧. The day of fullmoon; fullmoon.
- ୨. ନବ ଋତୁମତୀ ସ୍ତ୍ରୀ —୨. A newly menstruated girl; a girl in whom menstruation has recently commenced.
- ୩. କୁଣ୍ଡିଆକାଛୁ; କାଛୁରୋଗ — ୩. Itches; scabies.
- ୪. ନଦୀ ବିଶେଷ — ୪. Name of a river.
- ୫. ଅଙ୍ଗିରସ ମୁନିଙ୍କର କନ୍ୟା —୫. Name of a daughter of sage Aṅgirasa.