Jump to content

ରାକେଟ

ଉଇକିଅଭିଧାନ‌ରୁ

ରାକେଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରାକେଟ୍)

[ସମ୍ପାଦନା]
୧. ପାଶ୍ଚାତ୍ୟ 'ଟେନିସ୍' ଖେଳରେ ବ୍ୟବହୃତ ବାଟ୍ ବା ଚର୍ମତନ୍ତ୍ରିସଂଯୁକ୍ତ ପଟା, ଯଦ୍ଦ୍ୱାରା ଟେନିସ୍ ଖେଳରେ ପେଣ୍ଡୁକୁ ଆଘାତ କରିବାକୁ ହୁଏ —୧. Racket; tennis bat.
୨. (ଇଂରାଜୀ - ରକେଟ୍) ହାବିଳିବାଣ —୨. Rocket.