Jump to content

ରାକ୍ଷସୀ

ଉଇକିଅଭିଧାନ‌ରୁ

ରାକ୍ଷସୀ

ଉଚ୍ଚାରଣ

[ସମ୍ପାଦନା]

(ରାକ୍ଷସିଆ—ଦେଶଜରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରକ୍ଷଃ+ସମ୍ୱନ୍ଧେ. ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ରାକ୍ଷସ— ଯୋଗ୍ୟ; ରାକ୍ଷସସୁଲଭ —୧. Befitting a demon.

(ଯଥା—ରାକ୍ଷସୀ ମୂର୍ତ୍ତି; ରାକ୍ଷସୀ କ୍ଷୁଧା)

୨. ରାକ୍ଷସ ସମ୍ୱନ୍ଧୀୟ —୨. Demonaic; devilish; monstrous.
୩. ରାକ୍ଷସପରି ବିକଟ ଓ ବୃହଦ୍ରୂପବିଶିଷ୍ଟ —୩. Giantly.

ରାକ୍ଷସ ସମ୍ୱନ୍ଧୀୟା (ସ୍ତ୍ରୀ) — (Female) Relating to demons; demonaic.

ବିଶେଷ୍ୟ -

[ସମ୍ପାଦନା]
୧. ରାକ୍ଷସଜାତୀୟା ସ୍ତ୍ରୀ —୧. Demoness; she-devil.
୨. ସନ୍ଧ୍ୟାକାଳ; ମୁହଁ ସନ୍ଧ୍ୟା ବେଳ; ସାୟଂକାଳର ତିନି ମୁହୂର୍ତ୍ତକାଳ —୨. Sunset; dusk; twilght.
୩. ଦଂଷ୍ଟ୍ରା ବା ଚୋର ନାମକ ଗନ୍ଧ ଦ୍ରବ୍ୟ; ଦନ୍ତୀ —୩. A sort of medicinal scent Andropogen Acicularis.