ରାକ୍ଷାସୀ
ଦେଖଣା
ରାକ୍ଷାସୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ରାକ୍ଷାସୁଣୀ—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା][[]] ୧ ରାକ୍ଷସୀ ]] ୧ (ଦେଖ) - Rākshasī ୧ (See)
[ଉ—କହଇ ଚାଟୁ କରି ରାକ୍ଷାସୁଣୀ ପ୍ରତାପ. ଶଶିସେଣା]
- ୨. ଅସାଧାରଣ ବିକଟ ରୂପ ଗ୍ରହଣ ପୂର୍ବକ ଜନ୍ମ ହୋଇଥିବା ଜୀବ —୨. A deformed animal born from animals.
[ଦ୍ରଷ୍ଟବ୍ୟ — ସମୟ ସମୟରେ ମନୁଷ୍ୟ ଓ ଗୋରୁମାନଙ୍କ ଗର୍ଭରୁ ବଡ଼— ମୁଣ୍ଡିଆ, ଏକ ଆଖିଆ, ଏପରି ଅସାଧାରଣ ଓ କଦାକାର ଶିଶୁ ଜନ୍ମ ହେବା ଦେଖାଯାଏ]
ବିଶେଷଣ -
[ସମ୍ପାଦନା]ଅତି ନିଷ୍ଠୁରା (ସ୍ତ୍ରୀ) —Very cruel; devilish (woman.)