Jump to content

ରାଖୀ

ଉଇକିଅଭିଧାନ‌ରୁ

ରାଖୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ରକ୍ଷୀ; ରକ୍ଷାସୂତ୍ର)

[ସମ୍ପାଦନା]
୧. ରକ୍ଷାସୂତ୍ର; ଆପଣାର ଶରୀରକୁ ଅଶୁଭରୁ ରକ୍ଷା କରିବା ପାଇଁ ବ୍ୟବହୁତ ଅଭିମନ୍ତ୍ରିତ ସୂତା —୧. Consecrated string worn round the hand to save one's self from evil influences.

[ଦ୍ରଷ୍ଟବ୍ୟ —ଏ ସୂତା ହଳଦିରେ ବୁଡ଼ା ଯାଇଥାଏ ଓ ରାଖୀ ପୂର୍ଣ୍ଣିମା ଦିନ ଭଉଣୀ ଭାଇଙ୍କ ହାତରେ କିମ୍ୱା ଅନ୍ୟ ସମୟରେ ପରସ୍ପର ପ୍ରୀତି ରକ୍ଷାର୍ଥ ଦୁଇ ଜଣ ବ୍ୟକ୍ତି ପରସ୍ପରଙ୍କ ହାତରେ ବାନ୍ଧନ୍ତି ଏହା ପଶ୍ଚିମାମାନଙ୍କ ମଧ୍ୟରେ ଓ ବଙ୍ଗଦେଶରେ ଚଳେ]

୨. ରାଖୀ ବନ୍ଧନ (ଦେଖ) - ୨. Rākhī bandhan (See)