ରାଖୀ ପୂର୍ଣ୍ଣମୀ
ଦେଖଣା
ରାଖୀ ପୂର୍ଣ୍ଣମୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଖୀ ପୂର୍ଣ୍ଣମୀ
|
ରାଖୀ ପୂର୍ଣ୍ଣିମା, ରାଖୀ ପୁନିଅଁ, ରାଖୀ ପୁନେଇ—ଅନ୍ୟରୂପ
ଦେଶଜ - ବିଶେଷ୍ୟ -(ସଂସ୍କୃତ - ରକ୍ଷୀ ପୂର୍ଣ୍ଣିମା)
[ସମ୍ପାଦନା]ଶ୍ରାବଣ ପୂର୍ଣ୍ଣିମା; ଗହ୍ମା— ପୂର୍ଣ୍ଣମା —The fullmoon of the lunar month of ṡrābaṇa.
[ଦ୍ରଷ୍ଟବ୍ୟ —ଏ ଦିନ ବନ୍ଧୁମାନେ ପରସ୍ପରର କଚଟିରେ ଖଣ୍ଡିଏ ଲେଖାଏଁ ରଞ୍ଜିତ ସୂତା (ରାଖୀ) ବାନ୍ଧନ୍ତି]