Jump to content

ରାଗବାନ୍

ଉଇକିଅଭିଧାନ‌ରୁ

ରାଗବାନ୍

ଉଚ୍ଚାରଣ

[ସମ୍ପାଦନା]
(ରାଗବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରାଗ+ବତ୍; ୧ମା ୧ବି);

[ସମ୍ପାଦନା]
୧. ରାଗବିଶିଷ୍ଟ — ୧. Coloured; dyed.
୨. ଅନୁରାଗବିଶିଷ୍ଟ —୨. Passionate; impassioned.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅତି ଲାଲ —Very red.

[ଉ—ବିମ୍ୱଫଳହୁଁ ରାଗବାନ୍ ଅଧରବର୍ତ୍ତୁଳ ସ୍ତନମଣ୍ଡଳ—ପ୍ରାଚୀ ରସବାରିଧି]