ରାଗଷାଣ୍ଡବ
ଦେଖଣା
ରାଗଷାଣ୍ଡବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦିକ)
[ସମ୍ପାଦନା]- ୧. ରାଗ ସାଡ଼ବ (ଦେଖ) - — ୧. Rāgasaṟḍ̠aba (See)
- ୨. କଞ୍ଚା ଆମ୍ୱର ମୋରବ୍ୱା —୨. A sort of mango preserve.
[ଦ୍ରଷ୍ଟବ୍ୟ —କଞ୍ଚା ଆମ୍ୱର ଚୋପା ଛେଲି ତା ଶସକୁ ଟାକୁଆରୁ ବାହାର କରି ତେଲରେ ଭାଜି, ଚିନି ରସରେ ସିଝାଇ ତହିଁରେ ମସଲାଗୁଣ୍ଡ ମିଶାଇଲେ ଏହା ପ୍ରସ୍ତୁତ ହୁଏ ଏହା ବହୁଦିନ ଅବିକୃତ ରହେ]