ରାଗାନ୍ଧ
ଦେଖଣା
ରାଗାନ୍ଧ
ଉଚ୍ଚାରଣ
[ସମ୍ପାଦନା](ରାଗାନ୍ଧା—ସ୍ତ୍ରୀ)
(ରାଗାନ୍ଧତା—ବି)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃତୀୟାତତ୍;ରାଗ+ଅନ୍ଧ)
[ସମ୍ପାଦନା]- ୧. କ୍ରୋଧାନ୍ଧ; କ୍ରୋଧଯୋଗୁଁ ହିତାହିତ ବିବେଚନା ଶୂନ୍ୟ — ୧. Blinded with rage.
[ଦ୍ରଷ୍ଟବ୍ୟ —ସଂସ୍କୃତରେ କ୍ରୋଧାନ୍ଧ ଅର୍ଥରେ 'ରାଗାନ୍ଧ' ବ୍ୟବହାର ପ୍ରାୟଶ ଦେଖାଯାଏ ନାହିଁ]
- ୨. ଅନୁରାଗଯୋଗୁଁ ବିବେଚନା— ଶୂନ୍ୟ —୨. Blinded with love or passions.