ରାଗିଡ଼ି ଚନ୍ଦ୍ର
ଦେଖଣା
ରାଗିଡ଼ି ଚନ୍ଦ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଗିଡ଼ି ଚନ୍ଦ୍ର
|
ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)
[ସମ୍ପାଦନା]କେଶ ଉପରେ ଖଞ୍ଜାଯିବା ସୂର୍ଯ୍ୟ ବା ପୂର୍ଣ୍ଣଚନ୍ଦ୍ରାକୃତି ଅଳଙ୍କାର (ରାଗିଡ଼ି) ଓ ତାହାର ପାର୍ଶ୍ୱରେ ଖଞ୍ଜାଯିବା ଖଣ୍ଡ— ଚନ୍ଦ୍ରାକୃତି ପାତିଆ (ଚନ୍ଦ୍ର), ଏପରି ଦୁଇଟି ଅଳଙ୍କାର —Two ornaments worn on the hair consisting of a sun-shaped flat gold piece and a crescent-shaped one attached to one side.