Jump to content

ରାଗିଣୀ

ଉଇକିଅଭିଧାନ‌ରୁ

ରାଗିଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ରାଗ+ସ୍ତ୍ରୀ.ଇନ୍+ଈ;ରାଗମାନଙ୍କର ଭାର୍ଯ୍ୟା)

[ସମ୍ପାଦନା]

ସଙ୍ଗୀତର ପ୍ରଧାନ ୬ ଗୋଟି ରାଗର ପରିବର୍ତ୍ତନ ବା ମିଶ୍ରଣାଦି ଜନିତ ମିଶ୍ରସ୍ୱର —Secondary tunes in music.

[ଦ୍ରଷ୍ଟବ୍ୟ —ରାଗତଳେ ନୋଟ୍ ଦେଖ ପ୍ରତ୍ୟେକ ରାଗର ୬ ଗୋଟି ରାଗିଣୀ ଅଛି ଭିନ୍ନ ଭିନ୍ନ ଋଷିଙ୍କ ମତରେ ରାଗିଣୀମାନେ ମଧ୍ୟ ଭିନ୍ନ ଭିନ୍ନ ଏକ ମୁନି ଯେଉଁ ରାଗିଣୀକୁ ଏକ ରାଗର ଭାର୍ଯ୍ୟା ବୋଲି କହି ଯାଇ ଅଛନ୍ତି, ଅନ୍ୟ ମୂନି ତାକୁ ଅନ୍ୟ ଏକ ରାଗର ଭାର୍ଯ୍ୟା ବୋଲି କହିଯାଇ ଅଛନ୍ତି ଫଳତଃ ବହୁଶତ ରାଗରାଗିଣୀ ରଚିତ ହୋଇଅଛି ଓ ସାଧାରଣ ବ୍ୟବହାରରେ ରାଗ ଓ ରାଗିଣୀର ପ୍ରଭେଦ ରଖାଯାଏ ନାହିଁ]

୨. ସ୍ୱାମୀଙ୍କ ପ୍ରତି ଅନୁରକ୍ତା
ବା ବିଦଗ୍ଧା ସ୍ତ୍ରୀ —୨. A woman very much attached to her husband.
୩. ମେନକା ଅପ୍ସରାଙ୍କ ଜ୍ୟେଷ୍ଠାକନ୍ୟା —୩. The eldest daughter of Nymph Menakā.