Jump to content

ରାଗିବା

ଉଇକିଅଭିଧାନ‌ରୁ

ରାଗିବା

ଉଚ୍ଚାରଣ

[ସମ୍ପାଦନା]

(ରଗାଇବା—ପ୍ରୟୋଜକରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ରଞ୍ଜ୍ ଧାତୁ)

[ସମ୍ପାଦନା]
୧. ରାଗହେବା; କ୍ରୋଧାନ୍ୱିତ ହେବା;ରାଗିବା କ୍ରୂଦ୍ଧ ହେବା — ୧. To be angry.
୨. ବିରକ୍ତ ହେବା —୨. To be displeased.