Jump to content

ରାଗୀ

ଉଇକିଅଭିଧାନ‌ରୁ

ରାଗୀ

ଉଚ୍ଚାରଣ

[ସମ୍ପାଦନା]
(ରାଗିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରାଗ+ଅଛି ଅର୍ଥରେ; ଇନ୍୧ମା୧ବ)

[ସମ୍ପାଦନା]
୧. ରାଗଯୁକ୍ତ; ଅନୁରକ୍ତ —୧. Attached to; fond of.
୨. କାମୁକ —୨. Lascivious.
୩. ରଞ୍ଜନକାରୀ —୩. Colouring;dyeing.

ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଏକପ୍ରକାର ତୃଣଧାନ୍ୟ; ମାଣ୍ଡିଆ — A sort of grain.