ରାଗ ଉପୁଜେଇବା
ଦେଖଣା
ରାଗ ଉପୁଜେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଗ ଉପୁଜେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିର ମନରେ କ୍ରୋଧ ଜାତ କରାଇବା; ରଗାଇବା —To cause a person to be angry; to engender indingation in a person's mind.
ରାଗ ଉପୁଜେଇବା
|
କୌଣସି ବ୍ୟକ୍ତିର ମନରେ କ୍ରୋଧ ଜାତ କରାଇବା; ରଗାଇବା —To cause a person to be angry; to engender indingation in a person's mind.