ରାଗ କରିବା
କୌଣସି ବ୍ୟକ୍ତିପ୍ରତି କ୍ରୁଦ୍ଧ ହେବା — To be angry with or indignant at a person.
(ଯଥା—ସେ ଏଠାରୁ ମୋ ଉପରେ ରାଗକରି ଚାଲିଗଲେ)