ରାଗ ଚଣା
ବୁଟକୁ ବା ଚଣାକୁ ରାତ୍ରିରେ ପାଣିରେ ବତୁରାଇ ସକାଳେ ସିଝାଇ ତହିଁରେ ପରେ କାଗଜି ଲେମ୍ୱୁ ରସ ଓ ପିଆଜଦ୍ୱାରା ଲଙ୍କାମରିଚ ବଘାରି ପ୍ରସ୍ତୁତ କରିବା ଖାଦ୍ୟ —A food prepared by boiling wet gram or Cicer Aritinum and seasoning it with lemon juice, onion and red pepper.