Jump to content

ରାଗ ବେଳା

ଉଇକିଅଭିଧାନ‌ରୁ

ରାଗ ବେଳା

ଉଚ୍ଚାରଣ

[ସମ୍ପାଦନା]

ରାଗମୂହଁ, ରାଗବଖ(ତ)ଅନ୍ୟରୂପ—

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମନୁଷ୍ୟର କ୍ରୋଧାନ୍ୱିତ ହୋଇଥିବା ସମୟ — The time when a man is very angry.

(ଯଥା—ମୁଁ ଅମୁକର ରାଗମୂହଁରେ ପଡ଼ିଗଲି ଅର୍ଥାତ୍ ତାର ରାଗବେଳେ ମୁଁ ଯାଇ ହାବୁଡ଼ିଗଲି)