ରାଗ ମାରିବା
ଆପଣାର ବା ଅପର ବ୍ୟକ୍ତିର କ୍ରୋଧକୁ ଶାନ୍ତ କରିବା
(ରାଗମରିବା—ବିଶେଷ୍ୟ - ରୂପ)
ନିଜର କ୍ରୋଧଭାବକୁ ଶାନ୍ତ କରିବା —To pacify one's feeling of indignation.