ରାଗ ମାଳା
କୌଣସି ବିଷୟକୁ ଏକାଧିକ ରାଗରେ ଆବଦ୍ଧ କରି ପର୍ଯ୍ୟାୟକ୍ରମେ ତାଳଯୋଗରେ ଗାନ କରିବା — A sort of singing in which more than one tune of music is sung to different measures.