ରାଗ ରଖିବା
କୌଣସି ବ୍ୟକ୍ତି ବିପକ୍ଷରେ ମନରେ କ୍ରୋଧ ପୋଷଣ କରିବା
(ଦ୍ର—ଏହିପରି ଈର୍ଷା ରଖିବା ହୁଏ)
ମନରେ ଅହନ୍ତାଭାବକୁ ପୋଷଣ କରିବା — To entertain a feeling of indignation and grudge.