Jump to content

ରାଘବ

ଉଇକିଅଭିଧାନ‌ରୁ

ରାଘବ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ରଘୁ+ଅପତ୍ୟାର୍ଥେ ଅ)

[ସମ୍ପାଦନା]

ରଘୁବଂଶୀୟ — Of the race of the Raghu.

ବିଶେଷ୍ୟ -

[ସମ୍ପାଦନା]
୧. ରଘୁବଂଶୀୟ ରାଜା —୧. A king of the Raghu race.
୨. ରାମଚନ୍ଦ୍ର —୨. Rāmachandra.
୩. ସମୁଦ୍ର —୩. The sea; ocean.
୪. ମତ୍ସ୍ୟୂବିଶେଷ; ସାମୁଦ୍ରିକ ବାଳିଆ ଜାତୀୟ ବଡ଼ ମାଛ; ହାଙ୍ଗର —୪. Shark; a king of big seafish.

[ଦ୍ରଷ୍ଟବ୍ୟ —ଏ କ୍ଷୁଦ୍ର ମତ୍ସ୍ୟମାନଙ୍କୁ ଖାଇଯାଏ ଓ ଭାରି ପେଟୁ]

୫. ଅଷ୍ଟାଦଶ ଶତାବ୍ଦୀର ଖାନ୍ଦେଶର 'ଜାତକ ଗ୍ରନ୍ଥ' ରଚୟିତା ଜନୈକ ଜ୍ୟୋତିଷୀ —୫. Name of an astrologer of the eighteenth century who was born in Khāndeṡa and the author of J̄ātakagrantha.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପେଟୁଲୋକ —୧. Gluttonous or voracious person.
୨. ଅର୍ଥଗୃଧ୍ନ ବ୍ୟକ୍ତି — ୨. A person who is very fond of taking money.
୩. କୌଣସି କାର୍ଯ୍ୟ କରିବା ପାଇଁ ଧୂରନ୍ଧର ବ୍ୟକ୍ତି —୩. A person who is very eager to do any thing.

(ଯଥା—ସେ ଖାଇବା ବିଷୟରେ ରାଘବ)

୪. ପୁରୁଷ ଲୋକଙ୍କ ନାମ —୪. A name given to males.