Jump to content

ରାଘବାନନ୍ଦ

ଉଇକିଅଭିଧାନ‌ରୁ

ରାଘବାନନ୍ଦ

ଉଚ୍ଚାରଣ

[ସମ୍ପାଦନା]

(ରାଘବେନ୍ଦ୍ର—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରାମଚନ୍ଦ୍ର —Rāmachandra.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଲୋକଙ୍କ ନାମ —୧. Name given to males.
୨. ଷୋଡ଼ଶ ଶତାଦ୍ଦର ଆଦ୍ୟ ଭାଗରେ ଜନ୍ମଥିବା ବଙ୍ଗଦେଶୀୟ ଜନୈକ ଜ୍ୟୋତିଷୀ —୨. An astrologer of Bengal of the sixteenth century of the Saka era.

[ଦ୍ରଷ୍ଟବ୍ୟ —ଏ 'ସିଦ୍ଧାନ୍ତ ରହସ୍ୟ' ନାମକ ଦିନଚନ୍ଦ୍ର ବା ନାମକ କରଣଗ୍ରନ୍ଥ, ସାରଣୀଗ୍ରନ୍ଥର ରଚୟିତା]