Jump to content

ରାଙ୍କବ

ଉଇକିଅଭିଧାନ‌ରୁ

ରାଙ୍କବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ରଙ୍କୁ+ସମ୍ୱନ୍ଧାର୍ଥେ ଅ)

[ସମ୍ପାଦନା]
୧. ରଙ୍କୁ ସମ୍ୱନ୍ଧୀୟ — ୧. Relating to deer.
୨. ଲୋମନିର୍ମିତ — ୨. Woolen.

ବିଶେଷ୍ୟ -

[ସମ୍ପାଦନା]

ପଶୁଲୋମନିର୍ମିତ ବସ୍ତ୍ର —A cloth made of wool; woolen cloth.