Jump to content

ରାଜକ

ଉଇକିଅଭିଧାନ‌ରୁ

ରାଜକ

ଉଚ୍ଚାରଣ

[ସମ୍ପାଦନା]
(ରାଜିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରାଜ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଶାସକ — ୧. Ruling; governing.
୨. ଦୀପ୍ତିଶାଳୀ — ୨. Brilliant, bright.

ବିଶେଷ୍ୟ - (ରାଜନ୍+ସମୂହାର୍ଥେ କ)

[ସମ୍ପାଦନା]

ରାଜାମାନେ —An assemblage of kings.