Jump to content

ରାଜଗୃହ

ଉଇକିଅଭିଧାନ‌ରୁ

ରାଜଗୃହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାଟଳିପୁତ୍ରଠାରୁ ୪ କ୍ରୋଶ ଦୂରରେ ଥିବା ମଗଧର ନଗର ବିଶେଷ —୧. Name of an old city of Magadha.
୨. ରାଜପ୍ରାସାଦ — ୨. King's residence; royal household.