Jump to content

ରାଜଜୋଟକ

ଉଇକିଅଭିଧାନ‌ରୁ

ରାଜଜୋଟକ

ଉଚ୍ଚାରଣ

[ସମ୍ପାଦନା]

(ରାଜକୋଟ—ଦେଶଜ - ରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜ୍ୟୋତିଷ ଶାସ୍ତ୍ରୋକ୍ତ ବରକନ୍ୟାଙ୍କ ଜାତକରେ ଥିବା ପରସ୍ପରର ଶୁଭସୂଚକ ଯୋଗବିଶେଷ — An auspicious mutual position of the natal signs of the bride and the bridegroom.

[ଦ୍ରଷ୍ଟବ୍ୟ —ବରକନ୍ୟାଙ୍କର ରାଶିଦ୍ୱୟ ଏକ, ସମ, ସପ୍ତକ, ଚତୁର୍ଥ ଦଶମ କିମ୍ୱା ତୃତୀୟ ଏକାଦଶ ହେଲେ ଏ ବିବାହ ଶୁଭକର ହୁଏ. ଏପରି ଯୋଗ ଘଟିଲେ ଗ୍ରହବୈର, ତାରାର ଅଶୁଦ୍ଧି, ଗଣଦୋଷ, ନାଡ଼ୀଦୋଷ, ବର୍ଣ୍ଣ ଦୋଷଆଦି କୌଣସି ଦୋଷ ଧରାଯାଏ ନାହିଁ]