Jump to content

ରାଜଟୀକା

ଉଇକିଅଭିଧାନ‌ରୁ

ରାଜଟୀକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅଧୀନ ରାଜାମାନେ ସମ୍ରାଟଙ୍କ ମସ୍ତକରେ ଯେଉଁ ତିଳକ ଲଗାନ୍ତି —୧. A mark of sandal paste on the forehead of an emperor put by the vassals in acknowledgement of his sovereignty.
୨. ରାଜ୍ୟାଭିଷେକ —୨. Installation on the throne.