ରାଜଦନ୍ତନୀ
ମୋଟାଳିଆ କଣ୍ଟକିଳ ଗୁଳ୍ମ ବିଶେଷ —Smilax Macrophylla (Haines).
[ଦ୍ରଷ୍ଟବ୍ୟ —ଏହା ସମ୍ୱଲପୁର ଓ ଉତ୍ତର ଗଡ଼ଜାତ ଅଞ୍ଚଳରେ ସନ୍ତସନ୍ତିଆ ଭୂମିରେ ଜନ୍ମେ]